ଅପାରଗ ଅଧିକାରୀଙ୍କ ଯୋଗୁଁ ଦୁର୍ଦ୍ଦଶା ଭୋଗିବେ ରାଜଧାନୀ ବାସୀ

ଭୁବନେଶ୍ୱର : ରାଜଧାନୀର ଜଳବନ୍ଦୀ ସମସ୍ୟା ସୁଧୁରିନି କିମ୍ବା ନିକଟ ଭବିଷ୍ୟତରେ ମଧ୍ୟ ସୁଧୁରିବାର ନାହିଁ। ୧୦ଟି ମୁଖ୍ୟ ଡ୍ରେନ୍‌ ଓ ୨ଟି ଶାଖା ଡ୍ରେନ୍‌ର ସମ୍ପ୍ରସାରଣ ପାଇଁ ଯେଉଁ ଯୋଜନା ହୋଇଥିଲା, ତାହା ଅଧା ବାଟରେ ଅଟକିଛି। ଏଯାବତ୍‌ ଜମି ଅଧିଗ୍ରହଣ ହୋଇନାହିଁ। ତେଣୁ ପ୍ରତିବର୍ଷ ଭଳି ଆଗାମୀ ବର୍ଷା ଋତୁରେ ରାଜଧାନୀ ପୁଣି ଭାସିବା ଥୟ ହୋଇଛି। ଅପାରଗ ଅଧିକାରୀଙ୍କ ପାଇଁ ଭୁବନେଶ୍ବର ବାସିନ୍ଦା ପୁଣି ଜଳବନ୍ଦୀ … Continue reading ଅପାରଗ ଅଧିକାରୀଙ୍କ ଯୋଗୁଁ ଦୁର୍ଦ୍ଦଶା ଭୋଗିବେ ରାଜଧାନୀ ବାସୀ